KnowledgeOdia ଏକ ଭଲ ମାଧ୍ୟମ, ଏଠାରେ ଆପଣ ସବୁ ବିଷୟରେ ପଢି ପାରିବେ | ଏଠାରେ ଆପଣ ମହାପୁରୁଷ ଓ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନୀ, ପ୍ରେରଣାଦାୟକ କାହାଣୀ, ଶିକ୍ଷା, ଭ୍ରମଣ, ସ୍ୱାସ୍ଥ୍ୟ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ପ୍ରବନ୍ଧ ପଢିପାରିବେ | ଆପଣ ଏଠାରେ  ବିଭିନ୍ନ ଜଣ ଓ ଅଜଣା କଥା ଜାଣିପାରିବେ |

  ଓଡିଶା ଏକ ଜନବହୁଳ ରାଜ୍ୟ, ଏଠାରେ ଓଡ଼ିଆ ଭାଷା ବ୍ୟବହାର କରନ୍ତି | କିନ୍ତୁ ଏଠାରେ ଓଡ଼ିଆ ଭାଷାର ବ୍ୟବହାର କମିବାରେ ଲାଗିଛି | କାରଣ ଓଡ଼ିଆର ପ୍ରବନ୍ଧ ଓ ସଂସ୍କୃତି ଆଉ ନାହିଁ, ତେଣୁ ଲୋକ ଅନ୍ୟ ଭାଷାକୁ ଅଧିକ ପସନ୍ଦ  କରୁଛନ୍ତି | ଏହା ଏକ ମୋର ଛୋଟ ପ୍ରୟାସ, ଓଡ଼ିଆରେ ପ୍ରବନ୍ଧ ଉପଲବ୍ଧ କରି ଓଡ଼ିଆ ଭାଷାକୁ ଉନ୍ନତ କରିବା ସହିତ ଲୋକମାନେ ଓଡ଼ିଆରେ ପଢି ଦୁନିଆ ବିଷୟରେ ଜାଣି ପାରିବେ |

ଆମକୁ ଉତ୍ସାହନ କରନ୍ତୁ, ଆମେ କିପରି ସଫଳ ହେବୁ | ଜୟ ଜଗନ୍ନାଥ |

ଆପଣ ଏଠାରେ ଯଦି ପ୍ରବନ୍ଧ ପ୍ରସାରଣ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଯୋଗାଯୋଗ କରନ୍ତୁ |

Email: [email protected]